ଜଳା
ଜଳା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ଜଳାଶୟ)
ସମ୍ପାଦନାଜଳମୟ —Watery; water-logged; swampy; marshy (land).
(ଯଥା—ଜଳା ଭୂଇଁ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଜାଳ)
ସମ୍ପାଦନା- ୧. ଛିଦ୍ର; ରନ୍ଧ୍ର — ୧. Hole; loop-hole.
ଜଳାକବାଟିର ଯେ ଜଳାରେ ଉଶୀର ବୋଳିଲେ ବହିବାକୁ ଶୀତଳ ସମୀର କୃଷ୍ଣସିଂହ. ମହାଭାରତ. ବନ
- ୨. (ସଂସ୍କୃତ - ଜ୍ୱାଳା) ଦେହ ଜଳାପୋଡ଼ା କରିବା — ୨. Burning sensation; inflammation.
ଜଳା
ଉଚ୍ଚାରଣ
ସମ୍ପାଦନାଅନୁବାଦ