ଜଳଜମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ଜମିରେ ବର୍ଷା ଦିନରେ ଜଳ ଜମି ରହିବାରୁ ଭଲ ଧାନ ଫସଲ ହୁଏ — Good paddy-growing land.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଅତି ନିକୃଷ୍ଟ ଧାନ—ଜମି (ଏଥିରେ ଖୁବ ମୋଟ ଧାନ ହୁଏ) — An inferior quality of paddy-growing land.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଜଳଚର୍ (ଦେଖ) - Jaḻachar (See)