ଜର୍ଣ୍ଣଲି ହୁକୁମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂ ଜେନେରଲ୍ ଓ ଫାରାସୀ - ହୁକ୍ମ୍) ସମ୍ପାଦନା

ଯେଉଁ ହୁକୁମର ଅପିଲ ଶୁଣିବାକୁ ଉପରେ କେହି ନଥାଏ, ନାତକ୍ ହୁକୁମ୍; ଯେଉଁ ଆଦେଶକୁ ଅବଶ୍ୟ ପାଳନ କରିବାକୁ ହେବ; ଅଲଘ୍ୟ ଆଦେଶ — An order under the martial;an order which must be obyed at any cosr (like an order issued to the soldiers by the commander.

[ଦ୍ରଷ୍ଟବ୍ୟ — ଇଂରାଜୀମାନେ ପ୍ରଥମେ ଓଡ଼ିଶାକୁ ଅଧିକାର କରିବା ସମୟରେ ରେଳ ଆଦିର ସୁବିଧା ନଥିଲା; ତେଣୁ ପଲଟଣ ମାନେ ଚାଲି କରି ସ୍ଥଳପଥ ବାଟେ ଦେଶରେ ଏକସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ ପଲଟଣ ମାନେ ଜର୍ଣ୍ଣଲ କର୍ଣ୍ଣବଙ୍କ ହୁକୁମରେ ଚାଳିତ ହେଉଥିବାର ଦେଖି ସେହି କାଳରୁ ଏହି ଶବ୍ଦ ପ୍ରଚଳିଚ ହେଇଅଛି ଜର୍ଣ୍ଣଲ ଓ କର୍ଣ୍ଣଲ ସାହେବଙ୍କ ହୁକୁମ ଅଲଘ୍ୟ ଓ ଅବଶ୍ୟ ପାଳନୀୟ ଓ ପ୍ରତିକାର ଅସାଧ୍ୟ ଥିବାର ସାଧାରଣ ଲୋକେ ଅନୁଭୁତିଦ୍ୱାରା ଦେଖୁଥିଲେ]