ଜର୍ଡିଗ୍ରୀ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଜର୍ଡିକ୍ରୀ; ଜରଡିଗିରି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଜର୍+ଇଂରାଜୀ - ଡିକ୍ରୀ)

ସମ୍ପାଦନା

(କଚରିଆ ଶବ୍ଦ) ଦାବି ଓ ଖର୍ଚ୍ଚା ସହିତ ଡିଗ୍ରୀ ହୋଇଥିବା ଟଙ୍କା — Decretal amount.