ଜର୍ଜ ଦି ଫିଫ୍ଥ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - (ନାମ) ଇଂ ସମ୍ପାଦନା

ବର୍ତ୍ତମାନ ଇଂଲଣ୍ଡର ରାଜା ଓ ଭାରତ ସମ୍ରାଟ; ପଞ୍ଚମର୍ଜଜ; ଜର୍ଜ ନାମଧାରୀ ଇଂଲଣ୍ଡର ୫ମ ରାଜା —George V; king of England and the Emperor of India.

[ଦ୍ରଷ୍ଟବ୍ୟ —ଇଂଲଣ୍ଡର ସିଂହାସନକୁ ଅଧିକାର କରିଥିବା ଜର୍ଜ ନାମ ଧାରୀ ରାଜାଙ୍କ ମଧ୍ୟରେ ଏ ପଞ୍ଚମ ଅଟନ୍ତି]