ଜରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷଣ - ପୁଂ. (ଜରା+ଅଛି ଅର୍ଥରେ ଇନ୍;୧ମା.୧ବ) ସମ୍ପାଦନା

୧. ଜରାଯୁକ୍ତ —୧. Old.
୨. ଜୀର୍ଣ୍ଣ —୨. Decrepit.
(ଜରିଣୀ—ସ୍ତ୍ରୀ) 

ବୈଦେଶିକ - ବିଶେଷ୍ୟ - (ଆରବୀ - ଜର୍ =ସୁନା) ସମ୍ପାଦନା

ସୂନା ରୂପାର ସରୁ ସୂତା — Golden or silver lace;very fine tbreads of gold and silver.