ଜରିବ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜରୀବ୍=ଜମି ମାପିକା) ସମ୍ପାଦନା

୧. ନିର୍ଦ୍ଧିଷ୍ଟ ପରିମାଣବିଶିଷ୍ଟ ଦଣ୍ଡ ବା ଶିକୁଳିଦ୍ୱାରା ଜମିର ମାପ — ୧. Cadastral survey.
୨. ଶିକୁଳିଦ୍ୱାରା ଜମି ମାପ —୨. Chain-survey.
୩. ଚେନ୍; ଜମି ମାପିବାର ଶିକୁଳି — ୩. Measuring or surveying chain.
୪. ୧ ଲିଙ୍କ୍ ବା ୬୬: ଫୁଟ ପରିମିତ ଭୂମି ମାପିବାର ଚେନ୍ —Gunter's chain.


୫. ଏକ ଚେନ୍ ପରିମିତ ଦୈର୍ଘ୍ୟ —୫. A length of one chain (୬୬ feet or ୧୦୦ links).

[ ଦ୍ର—ଜରିବ ବା ଚେନରେ ୧ ଖଣ୍ଡି ଲୁହା କାଢ଼ିଥାଏ ଓ ଉକ୍ତ ଗୋଟିଏ ଲେଖାଏଁ ମୁଦିଆଦ୍ୱାରା ପରସ୍ପର ସଙ୍ଗେ ଯୋଡ଼ା ହୋଇଥାଏ ଏ ଲୁହା କାଢ଼ିମାନଙ୍କୁ ଲିଙ୍କ ବା କଡ଼ା ବୋଲାଯାଏ ]