ଜରିଗଛ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବର ଜାତୀୟ ଏକ ପ୍ରକାର ବନ୍ୟଗଛ; ଏହା ପୁରୁଣା ଭଙ୍ଗାକୋଠା ଓ ଦେଉଳ ମାନଙ୍କ ପଥର ଓ ଇଟା ସନ୍ଧିମାନଙ୍କରେ ଉଠି ଚେରଦ୍ୱାରା କୋଠ ପ୍ରଭୃତିକୁ ଫଟାଏ ଦିଏ ଏହାର ଚେର ବହୁଦୂରକୁ ଭେଦିବାରୁ ଏହା ସହଜରେ କୋଠା ପ୍ରଭୃତିରୁ ନିର୍ମୂଳ କରାଯାଇ ପାରେ ନାହିଁ —A banyan-like wild tree found growing on the crevices of stones and bricks of old dilapidated buildings and sendng its root deep down into the crevices and widening them and causing the structure to totter; Fecus Retusa.

[ ଦ୍ର—ପକ୍ଷୀ ଓ କୁଆ ମାନେ ଏହାର ଫଳକୁ ଖାଇ କୋଠା ପ୍ରଭୃତି ଉପରେ ବସି ମଳତ୍ୟାଗ କରନ୍ତି ଉକ୍ତ ମଳରୁ ବୀଜ ରହିଯାଇ ଗଛ ଉଠେ ]