ଜରଦା
ଜରଦା
ଉଚ୍ଚାରଣ
ସମ୍ପାଦନା(ଜର୍ଦା, ଜର୍ଦ୍ଦା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷଣ - (ଫାରାସୀ - ଜର୍ଦା)
ସମ୍ପାଦନାପୀତ; ହଳଦିଆ — Yellow-coloured.
ବିଶେଷ୍ୟ -
ସମ୍ପାଦନା- ୧. ଜାଫ୍ରାନ୍ କେଶର ମିଶିଥିବା ହେତୁ ପୀତବର୍ଣ୍ଣ ମିଠା ପଲଉ ବା ଖେଚେଡ଼ି —୧. Rice and meat cooked together and seasoned with saffron.
- ୨. (ଫାରାସୀ - ଜର୍ଦା) ପାନ ସଙ୍ଗେ ଖିଆ ଯିବା ସୁଗନ୍ଧ ମସଲାଯୁକ୍ତ ତମାଖୁ ପତ୍ରର ଚୂର୍ଣ୍ଣ —୨. Scented tobacco-powder chewed with betel.
- ୩. ହଳଦିଆ ମିଠା —୩. Yellow silk-cloth.