ଜରଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜର୍ଦା, ଜର୍ଦ୍ଦା—ଅନ୍ୟରୂପ)

  • (file)

ବୈଦେଶିକ - ବିଶେଷଣ - (ଫାରାସୀ - ଜର୍ଦା) ସମ୍ପାଦନା

ପୀତ; ହଳଦିଆ — Yellow-coloured.

ବିଶେଷ୍ୟ - ସମ୍ପାଦନା

୧. ଜାଫ୍ରାନ୍ କେଶର ମିଶିଥିବା ହେତୁ ପୀତବର୍ଣ୍ଣ ମିଠା ପଲଉ ବା ଖେଚେଡ଼ି —୧. Rice and meat cooked together and seasoned with saffron.
୨. (ଫାରାସୀ - ଜର୍ଦା) ପାନ ସଙ୍ଗେ ଖିଆ ଯିବା ସୁଗନ୍ଧ ମସଲାଯୁକ୍ତ ତମାଖୁ ପତ୍ରର ଚୂର୍ଣ୍ଣ —୨. Scented tobacco-powder chewed with betel.
୩. ହଳଦିଆ ମିଠା —୩. Yellow silk-cloth.