ଜମ୍ୱୁରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜମ୍ୱୁରକ୍) ସମ୍ପାଦନା

୧. ଘୋଡ଼ା ଓ ଓଟ ଉପରେ ବାହିତ ଛୋଟ ତୋପ — ୧. A kind of small cannon carried on a horse or camel.

କର୍ଣ୍ଣବିଳକୁ ଧାଏଁ କଳା ଫଣି, ଏମନ୍ତ ପରା ବେଳେ ବେଳେ ମଣି ଅଦେହ ଯୋଚୁଛି ଜମ୍ୱୁରା ନଳୀ, ଯୁବା ଧୈର୍ଯ ମୃଗ ନେବାକୁ ଟାଳି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି

୨. ଜମ୍ୱୁରା (ଦେଖ) - ୨. Jambhurā (See).