ଜମ୍ୱୁରା
ଜମ୍ୱୁରା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଜମ୍ୱୁରା
|
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜମ୍ୱୁରକ୍)
ସମ୍ପାଦନା- ୧. ଘୋଡ଼ା ଓ ଓଟ ଉପରେ ବାହିତ ଛୋଟ ତୋପ — ୧. A kind of small cannon carried on a horse or camel.
କର୍ଣ୍ଣବିଳକୁ ଧାଏଁ କଳା ଫଣି, ଏମନ୍ତ ପରା ବେଳେ ବେଳେ ମଣି ଅଦେହ ଯୋଚୁଛି ଜମ୍ୱୁରା ନଳୀ, ଯୁବା ଧୈର୍ଯ ମୃଗ ନେବାକୁ ଟାଳି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
- ୨. ଜମ୍ୱୁରା (ଦେଖ) - ୨. Jambhurā (See).