ଜମ୍ୱୁ
ଜମ୍ୱୁ
ଉଚ୍ଚାରଣ
ସମ୍ପାଦନା(ଜମ୍ୱୁ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଜମ୍ ଧାତୁ+କର୍ତ୍ତୃ. ଉ)
ସମ୍ପାଦନା- ୧. ଜାମୁ ଗଛ ଓ କୋଳି — ୧. Blackberry and its tree.
[ଦ୍ରଷ୍ଟବ୍ୟ —ଏହା ତିନି ପ୍ରକାର, ଯଥା—୧. ରାଜଜମ୍ୱୁ, ୨ କାକଜମ୍ୱୁ ଓ ୩. ଭୂମିଜମ୍ୱୁ—ହରେକୃଷ୍ଣ. ଦ୍ରବ୍ୟଗୁଣ]
- ୨. ଗୋଲାପଜାମୁ —୧. Rose-apple.
- ୩. (ପୁରାଣ ମତରେ) ମେରୁପର୍ବତକୁ ବେଷ୍ଟନ କରିଥିବା ପୃଥିବୀ; ସପ୍ତଦ୍ୱୀପରୁ ଏକତମ; ଭାରତବର୍ଷ — ୩. India (considered and described as one of the ୭ mythogical islands composing tne earth.
- ୪. ବରୁଣ —୪. The sea-God.
- ୫. ସ୍ୱର୍ଗସ୍ଥ ସ୍ୱର୍ଣ୍ଣପ୍ରସୂ ପୌରାଣିକ ନଦୀବିଶେଷ — ୫. Name of a mythological river producing gold.
- ୬. ସୁମେରୁ ପର୍ବତରୁ ଉତ୍ପନ୍ନ ନଦୀବିଶେଷ — ୬. The name of a river of ancient India.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. କାଶ୍ମୀର ରାଜ୍ୟର ଦେଶବିଶେଷ — ୧. A part of the state of Kāṡmīra in N.W. India.
- ୨. (ସଂସ୍କୃତ - ଜାମ୍ୱବ) ଭାଲୁ —୨. The bear.
- ୩. କଟକ ଜିଲ୍ଲାରେ ମହାନଦୀ ଯେଉଁଠାରେ ସମୁଦ୍ରରେ ପଡ଼ିଅଛି —୩. The delta of the Mahānadī river near the False-point harbour.
- ୪. (ସ୍ତ୍ରୀ) ଜମ୍ୱବତୀର ଡାକ ନାମ — ୪. Name for calling Jāmbabatī.
ଜମ୍ୱୁ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାଜମ୍ୱୁ (ଦେଖ) - Jambu (See).