ଜମା ଖର୍ଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ଜମା+ଖର୍ଚ ବିପରୀତ ସହଚର ଶବ୍ଦ) ସମ୍ପାଦନା

୧. ଆୟ ଓ ବ୍ୟୟ — ୧. Income and expense.
୨. ଆୟବ୍ୟୟର ହିସାବ —୨. Statement or account of receipts and disbursements.
୩. ହିସାବ ବହିର ଯେଉଁ ଦୁଇ (ବାମ ଓ ଡ଼ାହାଣ) ପାଖରେ ଯଥାକ୍ରମେ ଆୟ ଓବ୍ୟୟର ବିବରଣମାନ ଲେଖାଯାଏ — ୩. The debit and credit sides of an account- book.
୪. ଦୈନିକ ଜମାର ଓ ଖରଚର ହିସାବ ଲିପିବଦ୍ଧ ହୋଇଥିବା ପୁସ୍ତକ; ରୋକଡ଼ —୪. Daily cash-book or ledger.
୫. (ଗଣିତ) ବ୍ୟବକଳନ; ବିୟୋଗ — ୫. (Arithmetic) Subtraction; arithmetical rules of subtraction.

(ଜମା ଖର୍ଚ୍ଚ, ଜମା ଖରଚ—ଅନ୍ୟରୂପ)