ଜମାଦାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁଳ. ଆ ଜମା=ଲୋକସମୂହ+ଫାରାସୀ - ଦାର୍=ଅଧିକାରୀ) ସମ୍ପାଦନା

୧୩. ଜଣ ଭାରତୀୟ ସିପାହୀଙ୍କ ଉପରିସ୍ଥ ସୀପାହୀ; ସୁବେଦାରଙ୍କ ନିମ୍ନସ୍ଥ କର୍ମଚାରୀ — ୧. Caption of ୩୦ Indian sepoys; a jemadar.
୨. ହେଡ଼୍ କନଷ୍ଟବଲ୍ —୨. Head con ṡtable.
୩. ପିଆଦାମାନଙ୍କ ମଧ୍ୟରେ ସରଦାର — ୩. The chief peon; head-peon.

କେତେ ଜମାଦାର ସେବାରେ ତାଙ୍କର ଠାବେ ଠାବେ ବସା କଲେ ବ୍ରଜନାଥ. ସମରତରଙ୍ଗ

୪. କୁଲିମାନଙ୍କ ସରଦାର — ୪. Headman amongst a batch of coolies.
୫. ଏକ ଶ୍ରେଣୀର ମଧ୍ୟସତ୍ୱାଧିକାରୀ ବା ମୁକୁହମ — ୫. The holder of a tenure of rented land.

[ଦ୍ରଷ୍ଟବ୍ୟ —ଏ ଫାରସୀ ଶବ୍ଦ ଇଂରାଜୀରେ ମଧ୍ୟ ବ୍ୟବହୃତ]