ଜମାଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଆରବୀ - ଜମାଅତ୍) ସମ୍ପାଦନା

୧. ସଂହତ; ଏକତ୍ର ସମ୍ମଳିତ —୧. Collected; gathered together.
୨. ସ୍ତୂପୀକୃତ —୨. Heaped up.
୩. ଶୀତ ଯୋଗୁଁ ବସି ଯାଇଥିବା (ତରଳ ବସ୍ତୁ); ପିଣ୍ଡୀକୃତ — ୩. Frozen; congealed; condensed.
୪. ଚାରି ଆଡ଼େ ବ୍ୟାପ୍ତ — ୪. Spread on all sides; diffused.
୫. ଆଡ଼ମ୍ୱରପୂର୍ଣ୍ଣ —୫. Showy.
୬. ଅବିଚ୍ଛନ୍ନ; ଅନାହତ —୬. Continuous.

ବିଶେଷ୍ୟ - ସମ୍ପାଦନା

୧. ଭିଡ଼ —୧. Dense crowd.
୨. ବ୍ରଣାଦି ଉପରେ ଔଷଧର ପ୍ରଲେପ; ପୁଲଟିସ୍ — ୨. Ointment or poulticeapplied over boils or affected parts.
୩. ଘନୀଭାବ —୩. Coagulation.