ଜମାଉତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଜମାତ୍, ଜମାଏତ୍, ଜମାଓତ୍, ଜମାୟତ୍ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଆରବୀ - ଜମାଅତ୍=ମିଳନ ସଭା) ସମ୍ପାଦନା

୧. ବହୁ ଲୋକଙ୍କ ମିଳନ — ୧. Assembly; a gathering.
୨. ତୀର୍ଥପର୍ଯ୍ୟଟକ ହିନ୍ଦୁ ବୈରାଗୀ ଦଳବିଶେଷ — ୨. A company of Hindu ascetics travelling through India to different centres of Pilgrimage.

[ଦ୍ରଷ୍ଟବ୍ୟ —ଗୋଟିଏ ଗୋଟିଏ ଜମାଉତ୍ ଦଳରେ ୧ ଠାରୁ ୧ ପର୍ଯ୍ୟନ୍ତ ବାବାଜୀ ଥାଆନ୍ତି ଜମାଉତମାନେ କୌଣସି ସ୍ଥାନକୁ ଗଲେ ସେମାନଙ୍କ ଆଗମନକୁ ଜମାଉତଙ୍କ ଚଢ଼ାଉ ବା ଆକ୍ରମଣ ବୋଲାଯାଏ ପ୍ରତି ଦଳରେ ଜଣେ ଜଣେ ମହନ୍ତ ବା ଦଳପତି ଥାଆନ୍ତି ଏମାନଙ୍କ ସଙ୍ଗରେ ଗାଈ, ଘୋ଼ଡ଼ା, ଓଟ, ହାତୀ, ଠାକୁର, ଛତି, କାହାଳୀ ଆଦି ସବୁ ସାସସଜ୍ଜା ଥାଏ ଏମାନେ ଏକ ତୀର୍ଥସ୍ଥାନରେ ଅନ୍ୟ ତୀର୍ଥସ୍ଥାନକୁ ଯିବା ବେଳେ ବାଟରେ ଯେଉଁଠାରେ ଡ଼େରା କରନ୍ତି ସେଠାରେ ସ୍ଥାନୀୟ ଲୋକେ ଭକ୍ତିରେ ବା ଭୟରେ ଏମାନଙ୍କୁ ଖାଦ୍ୟ (ଅନ୍ନ, ରୁଟି, ଡ଼ାଲି, ଘିଅ, ଦୁଧ, ଗଞ୍ଜେଇ ଆଦି) ଯୋଗାନ୍ତି]