ଜବାର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଆରବୀ - ଜବାର୍=ନିକଟବର୍ତ୍ତୀ ପ୍ରଦେଶ) ସମ୍ପାଦନା

ସିତାର ଯନ୍ତ୍ରର ଲାଉର ପେଟପାଖ ଉପରେ ଥିବା ପୀଢ଼ା ବା ଚଉକୀ ଉପରେ ତାରକୁ କୌଶଳରେ ବସାଇବା — Mode of regulating the contact of the string of a guiltar with the central support.

[ଦ୍ରଷ୍ଟବ୍ୟ —ଏପରି ବସାଇବାଦ୍ୱାରା ଉକ୍ତ ତାର ସେ ଚଉକୀରେ ଦେହରେ ନାମ ମାତ୍ର ଲାଗିଥାଏ ସିତାରରେ ଜବାର୍ ନ ହେଲେ ସେ ତାରରୁ ମଧୁର ସ୍ୱର ଶୁଣା ଯାଏ ନାହିଁ]