ଜବାବ୍‌ଦେହି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜବାବଦେହ୍=ଉତ୍ତରଦାୟକ; ଜବାବଦେହୀ=ଉତ୍ତରଦାୟତ୍ୱ) ସମ୍ପାଦନା

୧. ଦାୟିତ୍ୱ — ୧. Responsibility; liability.
୨. କୈପିୟତ୍ — ୨. Explanation.

ବିଶେଷଣ - ସମ୍ପାଦନା

୧. ଗୁରୁତର ଦାୟିତ୍ୱପୂର୍ଣ୍ଣ — ୧. Full of responsibility; grave.
୨. ଯାହା ଉପରେ ଦାୟିତ୍ୱ ଥାଏ —୨. REsponsible.
୩. କୌଫିୟତ୍ ଦେବାର ଉପଯୁକ୍ତ —୩. Requiring explanation; fit to be explained.