ଜବାନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜବାନ୍) ସମ୍ପାଦନା

୧. ଉକ୍ତି; କଥା — ୧. Word of mouth; speech.
୨. କଥିତ ଭାଷା —୨. Language.
୩. ମୌଖିକ ସାକ୍ଷ୍ୟ —୩. Oral evidence.
୪. ମୌଖିକ ବର୍ଣ୍ଣନା —୪. Oral description.
୫. ଯୁବାକାଳ —୫. Youth; time of youth.

ବିଶେଷଣ - (ଫାରାସୀ - ଜବାନୀ) ସମ୍ପାଦନା

୧. ମୌଖିକ —୧. Oral.
୨. କଥିତ —୨. Spoken; uttered.

କ୍ରି.ବିଶେଷଣ - ସମ୍ପାଦନା

୧. ମୌଖିକରୂପେ — ୧. Orally; in words of mouth.
୨. ଅନ୍ୟ ବ୍ୟକ୍ତିର ମୁଖରୁ ଶୁଣି — ୨. From word of mouth.