ଜବାନି
ଜବାନି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ଜବାନ୍)
ସମ୍ପାଦନା- ୧. ଉକ୍ତି; କଥା — ୧. Word of mouth; speech.
- ୨. କଥିତ ଭାଷା —୨. Language.
- ୩. ମୌଖିକ ସାକ୍ଷ୍ୟ —୩. Oral evidence.
- ୪. ମୌଖିକ ବର୍ଣ୍ଣନା —୪. Oral description.
- ୫. ଯୁବାକାଳ —୫. Youth; time of youth.
ବିଶେଷଣ - (ଫାରାସୀ - ଜବାନୀ)
ସମ୍ପାଦନା- ୧. ମୌଖିକ —୧. Oral.
- ୨. କଥିତ —୨. Spoken; uttered.
କ୍ରି.ବିଶେଷଣ -
ସମ୍ପାଦନା- ୧. ମୌଖିକରୂପେ — ୧. Orally; in words of mouth.
- ୨. ଅନ୍ୟ ବ୍ୟକ୍ତିର ମୁଖରୁ ଶୁଣି — ୨. From word of mouth.