ଜବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଜପ୍ ଧାତୁ+କରଣ. ଅ+ସ୍ତ୍ରୀ. ଆ) ସମ୍ପାଦନା

ନାଲି ଓ ଧଳା ମନ୍ଦାର ଫୁଲ — The (red and white) China rose; Hibicus Rosa Sinensis.

ଅନୁବାଦ ସମ୍ପାଦନା

(ଜବ୍ୱା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଜୁବ୍ୱା; ଆରବୀ - ଜବହ୍=ଗଳା କାଟିବା) ସମ୍ପାଦନା

୧. ଜନ୍ତୁର କଣ୍ଠ କାଟିବା ସମୟରେ ମୁସଲମାନମାନଙ୍କର ପଢ଼ିବା ବା ଯନ୍ତ୍ର —୧. The quaoranic text muttered while cutting the throat of animals by the Mahomedans.
୨. କୌଣସି ଜନ୍ତୁର ଗଳା କାଟି ପ୍ରାଣ ନେବା — ୨. Killing an animal by cutting the throat.