ଜବରାନି ଚୋରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫା ଓ ସଂ) (କଚିରିଆ ଭାଷା) ସମ୍ପାଦନା

୧. ବଳପ୍ରୟୋଗପୂର୍ବକ କରାଯିବା ଚୋରି — ୧. Robbery.
୨. (ବହୁ ଲୋକଙ୍କ ଦ୍ୱାରା) ଡକାଏତୀ — ୨. Dacoity.