ଜବରଅଠା ସିହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ଜମିଦାରୀ ଓ ମହାଜନୀ ସିରସ୍ତାରେ) ଯେଉଁ ହିସାବ ବହି ବା ସିହାରେ ଦୈନିକ ସମସ୍ତ ଆୟ ଚଢ଼ି ଥାଏ ଓ ପ୍ରତ୍ୟୋକ ହିସାବରେ ବିବରଣ ଲେଖାଯାଇ ଥାଏ —A consolidated account book of daily receipts in zamindari and mohājani business.