ଜପାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଜପେଇବା—ଅନ୍ୟରୂପ)

ଦେଶଜ - କ୍ରି. ସମ୍ପାଦନା

(ଜପିବାର ଣିଜନ୍ତରୂପ) — (The causative from of Japibā).

ଅନ୍ୟଦ୍ୱାରା ଜପ କରିବା — To cause another person to tell the beads.

ବେଗେ ପୁଷ୍ପକାଳ ହେବାକୁ ମୋ ଶିବ ଶିବମନ୍ତର ଜପାଇବି ଭଞ୍ଜ. ପ୍ରେମସୁଧାନିଧି.