ଜନ୍ମଜନ୍ମାନ୍ତର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ; ଜନ୍ମ+ଜନ୍ମାନ୍ତର) ସମ୍ପାଦନା

୧. କୌଣସି ଜୀବର ଏକ ଜନ୍ମ ଓ ତାହାର ପରବର୍ତ୍ତୀ ଅନ୍ୟ ଜନ୍ମମାନ; ପ୍ରତିଜନ୍ମ —୧. Successive births of the same individual.
୨. ଅନନ୍ତକାଳ —୨. Eternity.