ଜନ୍ମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜନ୍ ଧାତୁ+ଭାବ. ମନ୍=ଜନ୍ନନ୍. ୧ମା. ୧ବ) ସମ୍ପାଦନା

୧. ଉତ୍ପତ୍ତି; ଆବିର୍ଭାବ — ୧. Production; first appearance; origin.
୨. ମାତୃଗର୍ଭରୁ ଉତ୍ପତ୍ତି —୨. Brith.
୩. ଜୀବନ —୩. Life.
୪. (+ଅଧିକରଣ ମନ୍) ସଂସାର; ଜୀବଲୋକ — ୪. The created beings; the animals world.