ଜନାବ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜନ+ ଅବ୍ ଧାତୁ ରକ୍ଷା କରିବ+ କର୍ତ୍ତୃ. କ୍ୱିପ୍) ସମ୍ପାଦନା

ଲୋକପାଳକ —Protecting men.

ବୈଦେଶିକ - ଅ . (ଆ) ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରତି ମାନ୍ୟାର୍ଥକ ସଂବୋଧନ; ଢୁଳ. ସଂସ୍କୃତ - ଜନାବ୍= ଲୋକପାଳକ) ସମ୍ପାଦନା

ହଜୁର ! ଶ୍ରୀହଜୁର!; ମାନନୀୟ ମହାଶୟ ! —(a term of address to a hgh personage) Your honour ! Your worship !

ବିଶେଷଣ - ସମ୍ପାଦନା

ମହାଶୟ; ମାନନୀୟା —Respectable; honourable.

(ଯଥା—ଜନାବ୍ ମୌଲବୀ ସାହେବ୍)