ଜନାବ୍
ଜନାବ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଜନ+ ଅବ୍ ଧାତୁ ରକ୍ଷା କରିବ+ କର୍ତ୍ତୃ. କ୍ୱିପ୍)
ସମ୍ପାଦନାଲୋକପାଳକ —Protecting men.
ବୈଦେଶିକ - ଅ . (ଆ) ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରତି ମାନ୍ୟାର୍ଥକ ସଂବୋଧନ; ଢୁଳ. ସଂସ୍କୃତ - ଜନାବ୍= ଲୋକପାଳକ)
ସମ୍ପାଦନାହଜୁର ! ଶ୍ରୀହଜୁର!; ମାନନୀୟ ମହାଶୟ ! —(a term of address to a hgh personage) Your honour ! Your worship !
ବିଶେଷଣ -
ସମ୍ପାଦନାମହାଶୟ; ମାନନୀୟା —Respectable; honourable.
(ଯଥା—ଜନାବ୍ ମୌଲବୀ ସାହେବ୍)