ଜନାଜା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆ)

ସମ୍ପାଦନା

କୋକେଇ; ଯେଉଁ ଖଟ ବା ସିନ୍ଦୁକରେ ମୁର୍ଦ୍ଦାରକୁ ପୋତିବା ବା ପୋ଼ଡ଼ିବା ପାଇଁ ବୋହି ନିଅନ୍ତି; କଫନ୍ —A bedstead or coffin to carry the dead body for its ultimate disposal.