ଜନନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଜନ୍ମି ଧାତୁ+କର୍ତ୍ତୃ. ଅନ+ ସ୍ତ୍ରୀ ଈ) ସମ୍ପାଦନା

୧. ଗର୍ଭଧାରଣୀ; ମାତା —୧. Mother.
୨. ଦୟା —୨. Mercy; kindness.
୩. ଯୁଥିକା; ଯୁଈଫୁଲ —୩. Jasmine.
୪. ମଞ୍ଜିଷ୍ଠା —୪. Indian madder.
୫. ଚେମଣୀ —୫. House-bat.

ସଂସ୍କୃତ - ବିଶେଷଣ - ସ୍ତ୍ରୀ ସମ୍ପାଦନା

ଉତ୍ପାଦିକା —Producing.