ଜଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତେଲୁଗ. କଥା) ସମ୍ପାଦନା

୧. ପିନ୍ଧିବା ଲୁଗା — ୧. A single cloth for wearing.
୨. ପିନ୍ଧା ଓ ପାଛୁଡ଼ା ଏକତ୍ର ଲାଗି ବୁଣା ହୋଇଥିବା ଲୁଗା; ଜୋଡ଼; ଏକତ୍ର ବୃଣା ହୋଇଥିବା ଲୁଗାଚାଦର ଜୋଡ଼ — ୨. A pair of wearing cloths (lower and upper) woven in one lenght.