ଜଣେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ସର୍ବନାମ (ସଂ ଜନୈକ) ସମ୍ପାଦନା

୧. ଜନୈକ; ଏକଜଣ ମାତ୍ର — ୧. Only one person
୨. ଗଣ୍ୟମାନ୍ୟବ୍ୟକ୍ତି; ପ୍ରଧାନ ବ୍ୟକ୍ତି — ୨. Chief person; a person of importance.

(ଯଥା—ତୁ ଆପଣାକୁ ଜଣେ ବୋଲି ଭାବିଲୁଣି)