ଜଡ଼ ମାରିବା
ଜଡ଼ ମାରିବା
ଉଚ୍ଚାରଣ
ସମ୍ପାଦନା(ଜଡ଼ରୁମାରିବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଜଡ଼ ମାରିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନାକୌଣସି ବିଷୟର ମୂଳୋତ୍ପାଟନ କରିବା; ସମୂଳେ ବିନାଶ କରିବା —To uproot a thing; to strike at the root of a thing; to eradicate a thing.
ଜଡ଼ ମାରିବା
(ଜଡ଼ରୁ ମାରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନାମୁଳରୁ ମାରିବା; କୌଣସି ଗଛକୁ ରୋଗକୁ ବା ବସ୍ତୁକୁ ନିର୍ମଳ କରିବା