ଜଡ଼ି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଟା)

ସମ୍ପାଦନା
୧. ଔଷଧରୂପେ ବ୍ୟବହୃତ ଚେରମୂଳ — ୧. Medicinal roots
୨. ବଟବୃକ୍ଷ —୨. Banyan tree.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -

ସମ୍ପାଦନା

ଅଶ୍ୱତ୍ଥ ଗଛ — The pipal tree; the holy fig tree.