ଜଡ଼ାତେଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏରଣ୍ଡତୈଳ; ଗବମଞ୍ଜିରୁ ବାହାର କରାଯିବା ତେଲ —Caster oil.

[ଦ୍ରଷ୍ଟବ୍ୟ —ଜଡ଼ା ଅର୍ଥାତ୍ ଗମେଞ୍ଜିକୁ ପେଡ଼ି କରି ବା ସିଝାଇ କରି ତେଲ ମରାଯାଏ, ସିଝାଇ କରି ବାହାର କରାଯିବା ତେଲକୁ ରନ୍ଧା ଜଡ଼ାତେଲ କହନ୍ତି]