ଜଡ଼ାଜଡ଼ି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ପରସ୍ପର ସହିତ ସଂଯୋଗ — ୧. Attachment.
୨. ଅନ୍ୟୋନ୍ୟରେ ଆଲିଙ୍ଗନ — ୨. Mutual embrace.

ବିଶେଷଣ -

ସମ୍ପାଦନା
୧. ସଂଯୁକ୍ତ —୧. Attached; clinging.
୨. ପରସ୍ପର ଆଲିଙ୍ଗତ —୨. Inter locked.