ଜଡ଼ା
ଜଡ଼ା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. (ସଂସ୍କୃତ - ଏରଣ୍ଡ; ଡମ୍ୱକ)—ଏରଣ୍ଡ; ଗବ — ୧. Castor seed plant; Ricinus Communis.
ଜଡ଼ା ବୃକ୍ଷ ହୋଇଯାଇ ଅଗର ଚନ୍ଦନ ପ୍ରଚୀ—ବ୍ରହ୍ମନିରୂପଣଗୀତା
- ୨. (ସଂସ୍କୃତ - ଜଡ଼ିତ) ସଂଲଗ୍ନ ହେବା; ଆସକ୍ତ ହେବା; ଜଡ଼ିବା; ସଂଯୋଗ —୨. Attachment; clinging to.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
ଜଡ଼ାତେଲ —Castor oil.
ବାଇଢ଼ଙ୍କ ପତ୍ରରେ ଜଡ଼ା ଲଗାଇ ତଦ୍ଦ୍ୱାରା ଆଚ୍ଛାଦନ କଲେ ବ୍ରଣ ଶୁଷ୍କ ହୁଏ ? ଦ୍ରବ୍ୟଗୁଣକଳ୍ପଦ୍ରୁମ
ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା
ପପୟା (ଦେଖ) - Papayā (See)
ଦେଶଜ - ବିଶେଷଣ - ସମ୍ପାଦନା
- ୧. (ସଂସ୍କୃତ - ଜଡ଼ିତ) ରତ୍ନାଦିରେ ଜଡ଼ିତ — ୧. Set or inlaid with gems.
- ୨. (ସଂସ୍କୃତ - ଜଡ଼) ମୂକ —୨. Dumb.