ଜଡ଼ଭରତଙ୍କ ଗାଦି
ଜଡ଼ଭରତଙ୍କ ଗାଦି
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାକେଦାରେଶ୍ୱର ନିକଟବର୍ତ୍ତୀ ଗୋଟିଏ ତୀର୍ଥ —Name of a sacred place said to be the hermitage of Jaṟḍ̠abharata.
[ ଦ୍ର—ହିମାଳୟର ସାନୁଦେଶରେ ଅବସ୍ଥିତ କେଦାରନାଥ ତୀର୍ଥର ନିକଟବର୍ତ୍ତୀ ବ୍ରହ୍ମକୁଣ୍ଡ ନାମକ ପୁଷ୍କରିଣୀର କୂଳରେ ଗୋଟିଏ ପ୍ରାଚୀନ କୁଟୀର ଜଡ଼ଭରତଙ୍କ ଗାଦି ନାମରେ ପରିଚିତ— ଦୁର୍ଗାନାଥ ଘୋଷ—ସ୍ୱାମୀ ରାମାନନ୍ଦ ]