ଜଡ଼କର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଜଡ଼=ଶୀତଳ ଅଟେ କର=କିରଣ ଯାହାର) ସମ୍ପାଦନା

ଚନ୍ଦ୍ର —The moon.

ବଦନରେ ଜଡ଼କର ପ୍ରଶଂସା ଉପେନ୍ଦ୍ରଭଞ୍ଜ. ବୈଦେହୀଶବିଳାସ