ଜଡ଼ଉତ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଜଟ ଧାତୁ)

ସମ୍ପାଦନା

ରତ୍ନାଦିଖଚିତ — Set or overlaid with precious stones (said of ornaments and apparel).

ଦେଶଜ - ବିଶେଷ୍ୟ -

ସମ୍ପାଦନା

ମଣିରତ୍ନାଦି ଖଚିତ ସ୍ୱର୍ଣ୍ଣାଳଙ୍କାର; କୁନ୍ଦନ କାମ — Gold ornament set with gems.