ଜଠରଜ୍ୱାଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଠର +ଜ୍ୱାଳା, ୬ଷ୍ଠୀ ବା ୭ମୀ ତତ୍) ସମ୍ପାଦନା

ବିଶେଷ କ୍ଷୁଧାର ଉଦ୍ରେକ, କ୍ଷୁଧାଜନିତ ଯନ୍ତ୍ରଣା; ପେଟ ମୋଡ଼ିବା —A burning pain in the stomach due to hunger.