ଜଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଟି ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଭଣ୍ଡିବା — ୧. To deceive; to impose upon.
୨. ଠକିବା —୨. To cheat.

ସାକ୍ଷାତ ଦେଖିଲେ ହେଳେ ଲୋଚନେ; ସମସ୍ତଙ୍କୁ ଜଟି ହୁଏ ବଚନେ କବିସୂର୍ଯ୍ୟ. ସଙ୍ଗୀତ