ଜଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଜଟୀ, ଜଟେଈ,—ସ୍ତ୍ରୀ

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ଜଟିଳ) ସମ୍ପାଦନା

୧. ଜଟାଧାରୀ — ୧. Having matted locks; wearing matted hair.
୨. ଗୋଳମାଳିଆ; ଜଟିଳ —୨. Knotty.
୩. ପୁରୀ ଜିଲ୍ଲାର ଚିଲିକାକୂଳସ୍ଥ ପର୍ବତବିଶେଷ — ୩. A hill near the chilkā lake in Puri district.

ସୁଶ୍ୟାମଳ ଗୁଳ୍ମଜଟିଳ ଜଟିଆ ତୀରୁ ନୀରେ ଯାଇ ହୋଇଅଛି ଠିଆ—ରାଧାନାଥ. ଚିଲିକା

୪. ମହାଦେବ —୪. God Ṡiba.