ଜଟାସୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଟା+ଅସୁର) ସମ୍ପାଦନା

ଭୀମଙ୍କଦ୍ୱାରା ହତ ଅସୁରବିଶେଷ — A demon killed by Bhima.

ଏ ରୂପେ ଭୀମ ଘେନି ଜଟାସୁର ପ୍ରାଣ କୃଷ୍ଣସିଂହ. ମହାଭାରତ. ବନ

[ ଦ୍ର—ଏ ଦ୍ରୌପଦୀଙ୍କ ଉପରେ ମୋହିତ ହୋଇ ବ୍ରାହ୍ମଣ ବେଶ— ଧାରଣ କରି ପାଣ୍ଡବ ମାନଙ୍କ ସଙ୍ଗେ ରହିଥିଲା—ଦିନେ ଭୀମଙ୍କ ଅନୁପସ୍ଥିତିରେ ଏ ଦ୍ରୌପଦୀ, ଯୁଧିଷ୍ଠିର, ନକୁଳ ଓ ସହଦେବଙ୍କୁ ହରଣ କରି ପଳାଉଥିଲା ବାଟରେ ଭୀମ ଦେଖି ତାକୁ ହତ କଲେ ]