ଜଟାଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ. (ଜଟା+ଧୂ ଧାତୁ +କତ୍ତୃ. ଅ) ସମ୍ପାଦନା

ଯେ ମୁଣ୍ଡରେ ଜଟା ଧାରଣ କରିଥାଏ — Having matted locks on the head.

ବିଶେଷ୍ୟ - ସମ୍ପାଦନା

୧. ମହାଦେବ —୧. Ṡiba.
୨. ବୁଦ୍ଧ ବିଶେଷ —୨. One of the Budha.


୩. କୋଷକାର ବିଶେଷ — ୩. Name of a sanskrit lexicographer.
୪. ଦେଶବିଶେଷ —୪. Name of a country.