ଜଟଜଟିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଏକ ପ୍ରକାର ତୃଣ; ଯାହାର ଜଟା ପରି ହୋଇଥିବା ମଞ୍ଜରୀଗୁଡ଼ିକୁ ଏକତ୍ର କଲେ ତାହା ଲାଗି ଯାଏ —୧. A kind of grass with tufted twigs Lyme grass.
୨. ବନ୍ୟ ଛଣପଟ (ଯବାଦି ବର୍ଗର ବନ୍ୟକ୍ଷୁପ) — ୨. Urena Lobata (wild plant); Triumfetta Rhomboidea.

[ ଦ୍ର—ଏହାର ପତ୍ରର ଧାର କଟା କଟା, ପତ୍ରରେ କୋଣ ଅଛି ଡ଼େମ୍ଫ ଲୋମଶ; ଫୁଲ ଛୋଟ ଓ ନାଲି, ଫଳ ଶିଘଂମୟ ଓ ଗୋଲ, ଏବଂ ଲୁଗାରେ ଲାଗି ଯାଏ ]