ଜଟ
ଜଟ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଟା)
ସମ୍ପାଦନା- ୧. ସଂହତ କେଶଗୁଚ୍ଛ — ୧. A tuft of hair tied together.
- ୨. ଜଟା; ବାବାଜୀମାନଙ୍କର ସଂହତ କେଶ — ୨. Matted locks of ascetics.
ଋଷିତ ହେଲେ ଛିଣ୍ଡାଇବେ ଜଟ—କବିସୂର୍ଯ୍ୟ.କବିତ
- ୩. କୁକୁଡ଼ାର ମୁଣ୍ଡରେ ଥିବା କୋମଳ ଲୋମାବୃତ୍ତ ପତଳା ମାଂସ —୩. Cock's comb.
- ୪. ବିନ୍ୟସ୍ତ କେଶର ଗଣ୍ଠି; ଜୂଡ଼ା —୪. Chignon or knot of hair made up on the head,
- ୫. ସଂହତ ପୁଷ୍ପ ବା କଢ଼ —୫. Matted tuft of flowers or blossoms.
(ଯଥା—ଗଞ୍ଜେଇଜାଟ; ତୁଳସୀଜଟ)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନା- ୬. ଧାନମେଣ୍ଟା — ୬. Ears of paddy woren into a braid.