ଜଞ୍ଜିରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ବଣିଆ ଶବ୍ଦ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଜଞ୍ଜିର (ଦେଖ) - ୧. Jan̄jira (See)
୨. ସୁନା ବା ରୂପା ତାରକୁ ଗୋଲାକାର କାଢ଼ି ଉପରେ ଥରକୁଥର ଗୁଡାଇ କାଢ଼ିକୁ ବାହାର କରି ଶିଳ ଉପରେ ଶିଳପୁଆ ଗଡ଼ାଇ ଯେପରି ଚାପି ଦିଆଯାଏ ସେହିପରି ଚାପଦେଲେ ଯେଉଁ ଜାଲି ତିଆରି ହୁଏ ତାହା —୨. A kind of flagree work woven like a rope and then pressed flat.
୩. ଶିକୁଳି ପରି ଛନ୍ଦା ହୋଇଥିବା ସିଲାଇ — ୩. A kind of stitch resembling a chain.