ଜଞ୍ଜିରା
ଜଞ୍ଜିରା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ବଣିଆ ଶବ୍ଦ)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଜଞ୍ଜିର (ଦେଖ) - ୧. Jan̄jira (See)
- ୨. ସୁନା ବା ରୂପା ତାରକୁ ଗୋଲାକାର କାଢ଼ି ଉପରେ ଥରକୁଥର ଗୁଡାଇ କାଢ଼ିକୁ ବାହାର କରି ଶିଳ ଉପରେ ଶିଳପୁଆ ଗଡ଼ାଇ ଯେପରି ଚାପି ଦିଆଯାଏ ସେହିପରି ଚାପଦେଲେ ଯେଉଁ ଜାଲି ତିଆରି ହୁଏ ତାହା —୨. A kind of flagree work woven like a rope and then pressed flat.
- ୩. ଶିକୁଳି ପରି ଛନ୍ଦା ହୋଇଥିବା ସିଲାଇ — ୩. A kind of stitch resembling a chain.