ଜଞ୍ଜିରପୋଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଶକୁଳିରେ ଝୁଲା ହୋଇ ଯେଉଁ ପୋଲ ବା ସେତୁ ନଦୀ ଆଦି ପାର ହେବା ନିମନ୍ତେ ପ୍ରସ୍ତୁତ ହୋଇଥାଏ; ଝୁଲା ପୋଲ —Hanging bridge; suspended bridge; chain-bridge.