ଜଞ୍ଜାଳ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଉପର୍ଯ୍ୟୁପରି ଜିଗର କରି ପ୍ରାର୍ଥନା କରିବା; ଅଳି କରିବା; ଧିକିମିକି କରିବା — ୧. To importune.
୨. ବିରକ୍ତ କରିବା —୨. To bother; to worry.