ଜଞ୍ଜାଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଯେ ବିଶେଷ ଜିଗର ଧରି ପ୍ରାର୍ଥନା କରେ; ଧୀଟ —୧. Importunate; troublesome; unreasonably solicitous.

ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ ସେମାନଙ୍କ କଥା ଜଣେ ଧରିବେ ଫକୀରମୋହନ. ଛମାଣଆଠଗୁଣ୍ଠ

୨. ଝଞ୍ଜଟିଆ; ଗୋଳମାଳରେ ଜଡ଼ିତ — ୨. Complicated; confused.
୩. ସଂସାରିକ ବିଷୟରେ ଜଡିତ — ୩. Beset with worldly complications.
୪. ଯେ ଜଞ୍ଜାଳ ଜନ୍ମାଏ — ୪. Creating botherations.
୫. କଳିହୁଡ଼ା —୫. Quarrelsome.
୬. ଯେ ଗୋଳନାଳ ଲଗାଏ — ୬. Creating complications.



ଜଞ୍ଜାଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା

ଜଞ୍ଜାଳିଆ (ଦେଖ) - Jan̄jāḻiā (See)