ଜଜ୍ କିଲଟର୍
ଜଜ୍ ଓ କଲେକ୍ଟର୍ — Judge and collector.
[ ଦ୍ର—ଏ ଶବ୍ଦ 'ବଡ଼ ବଡ଼ ରାଜକର୍ମଚାରୀ' ଅର୍ଥରେ ବ୍ୟବହୃତ, ଯଥା—ତୁ କଅଣ'ଜଜ୍ କିଲଟର୍' କି?]