ଜଜ୍ମୌଲବୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଇଂରାଜୀ - ଜଜ୍+ଫାରାସୀ - ମୌଲବୀ) ସମ୍ପାଦନା

ଇଂରାଜମାନେ ପ୍ରଥମେ ଭାରତରେ ରାଜ୍ୟସ୍ଥାପନ କରିବା ସମୟରେ ଜଜ୍ମାନଙ୍କୁ ମୁସଲ ମାନ ଶାସ୍ତ୍ର ସମ୍ୱନ୍ଧୀୟ ଜଟିଳ ପ୍ରଶ୍ନର ମୀମାଂସ ନିମନ୍ତେ, ପରାମର୍ଶ ଦେବା କାରଣ ନିଯୁକ୍ତ ମୁସଲମାନଶାସ୍ତ୍ରଜ୍ଞ ମୌଲବୀ — Judge-moulvy; a person versed in Mahomedan law attached formerly to the courts of civil judges to help them with advice on questions of Mahomedan law.