ଜଜ୍ମୌଲବୀ
ଜଜ୍ମୌଲବୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ଇଂରାଜୀ - ଜଜ୍+ଫାରାସୀ - ମୌଲବୀ)
ସମ୍ପାଦନାଇଂରାଜମାନେ ପ୍ରଥମେ ଭାରତରେ ରାଜ୍ୟସ୍ଥାପନ କରିବା ସମୟରେ ଜଜ୍ମାନଙ୍କୁ ମୁସଲ ମାନ ଶାସ୍ତ୍ର ସମ୍ୱନ୍ଧୀୟ ଜଟିଳ ପ୍ରଶ୍ନର ମୀମାଂସ ନିମନ୍ତେ, ପରାମର୍ଶ ଦେବା କାରଣ ନିଯୁକ୍ତ ମୁସଲମାନଶାସ୍ତ୍ରଜ୍ଞ ମୌଲବୀ — Judge-moulvy; a person versed in Mahomedan law attached formerly to the courts of civil judges to help them with advice on questions of Mahomedan law.